Compartir
Maa se Amrutamayee (en Oriya)
Sumitra Mishra (Autor)
·
Black Eagle Books
· Tapa Blanda
Maa se Amrutamayee (en Oriya) - Sumitra Mishra
$ 32.56
$ 45.21
Ahorras: $ 12.66
Elige la lista en la que quieres agregar tu producto o crea una nueva lista
✓ Producto agregado correctamente a la lista de deseos.
Ir a Mis Listas
Origen: Estados Unidos
(Costos de importación incluídos en el precio)
Se enviará desde nuestra bodega entre el
Viernes 19 de Julio y el
Viernes 26 de Julio.
Lo recibirás en cualquier lugar de Internacional entre 1 y 3 días hábiles luego del envío.
Reseña del libro "Maa se Amrutamayee (en Oriya)"
'ମା' ଜନ୍ମଦାତ୍ରୀ । ମା'ର ଗରିମା ବର୍ଣ୍ଣିବା ପାଇଁ ଯେତେ ଯେତେ ପୁସ୍ତକ ରଚନା ହେଲେ ବି ତାହା ଅକୁଳାଣ ହେବ । କେତେ କେତେ କବି, ଲେଖକ, ସାହିତ୍ୟିକ ଅଜସ୍ର ଗଦ୍ୟ, ପଦ୍ୟ, କାବ୍ୟ ରଚନା କରି ଚାଲିଛନ୍ତି ମା'ର ମହିମା କୀର୍ତ୍ତନ କରି, ତା'ର ଋଣ ସୁଝେଇବା ପାଇଁ, କିନ୍ତୁ ତା କି ସମ୍ଭବ? ମା' ଅମୃତମୟୀ । ଅମୃତର କଳସଟିଏ ତା ହୃଦୟରେ ଭରି ଦେଇଛନ୍ତି ଈଶ୍ୱର । ସେ ଅମୃତ ତା'ର ବିମଳ, ପବିତ୍ର ଅନିର୍ବଚନୀୟ ମମତା । ମା' ଦିବ୍ୟ-ଭବ୍ୟ-ଶୋଭନୀୟ-କମନୀୟ ଏକ ସୃଷ୍ଟି । ସେବା ଭାବରେ ମହନୀୟା, କ୍ଷମା ଗୁଣରେ ସର୍ବଂସହା । କିଏ କଳିପାରିବ ତା'ର ତ୍ୟାଗ-ତିତିକ୍ଷାର ମୂଲ୍ୟ? ମୋର ଏହି କବିତା ଗ୍ରନ୍ଥ "ମା' ସେ ଅମୃତମୟୀ"ରେ ମୁଁ ସେ ଧୃଷ୍ଟତା କରି ନାହିଁ, ମା'କୁ କଳିିବାର କି ମା'ର ଋଣ ସୁଝିବାର । ବର୍ଣ୍ଣନା କରିଛି ମୋ ମା'କୁ ମୁଁ ଯେମିତି ଅନୁଭବ କରିଥିଲି ପିଲାଦିନେ, ଯେମିତି ଦେଖିଥିଲି ବଡ ହୋଇ ବୁଝିଲା ପରି ହେବା ପରେ ଓ ମା'କୁ ହରାଇବା ପରେ । ଏ କେଇଟି କବିତା ମୋ ମା' ପଦ୍ମପାଦରେ ମୋର ଶ୍ରଦ୍ଧାଞ୍ଜଳି ମାତ୍ର । -ସୁମିତ୍ରା ମିଶ୍ର
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya.
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.